ଆଜିର ଖବର ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଗିରଫ ଭୁବନେଶ୍ଵର: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ ହୋଇଛନ୍ତି। ବୋର୍ଡ ଉପସଭାପତିଙ୍କର ଏହି ଘଟଣାରେ ମାଷ୍ଟରମାଇଣ୍ଡ…