ଆଜିର ଖବର ବାଣପୁରର ଏହି ବିଦ୍ୟାଳୟରେ ପହଞ୍ଚିଲା କରୋନା, ସଂକ୍ରମିତ ହେଲେ ୧୦ ଛାତ୍ରଛାତ୍ରୀ ସୀତାରାମ ଅଗ୍ରୱାଲ ବାଣପୁର: କରୋନା ତୃତୀୟ ଲହର ସାରା ଦେଶକୁ କଲବଲ କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଓଡ଼ିଶା। ଆଜି ଓଡ଼ିଶାରେ ୧୮୯୭ ଜଣ ନୂଆ…