ଆଜିର ଖବର ବିଜେଡି ଗଠନ କଲା ନୂଆ ପାୱାରଫୁଲ କମିଟ, ଜାଣନ୍ତୁ କେଉଁମାନେ ଅଛନ୍ତି ସଦସ୍ୟ ଭୁବନେଶ୍ବର: ବିଜୁ ଜନତା ଦଳ ଏକ ନୂଆ ପାୱାରଫୁଲ କମିଟ ଗଠନ କରିଛି। ଏହି କମିଟ ଦଳୀୟ ବ୍ୟାପାରରେ ସମସ୍ତ ନିଷ୍ପତି ଗ୍ରହଣ କରିବେ। ସେମାନଙ୍କ ନିଷ୍ପତି…