ନୂତନ ଚିକିତ୍ସା ପଦ୍ଧତି

ଭୁବନେଶ୍ୱର:‌ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ପକ୍ଷରୁ ନୂତନ ଚିକିତ୍ସା ପଦ୍ଧତିର ଅନ୍ୱେଷଣ ଲାଗି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ଗତକାଲି ଠାରୁ ଆରମ୍ଭ…