ନୌଚାଳନା ପ୍ରତିଯୋଗିତା

କଟକ: କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଶୁକ୍ରବାରଠାରୁ ଜାତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ରୋଇଂ ଆସୋସିଏସନ୍ ପକ୍ଷରୁ ଏହାର ଆୟୋଜନ କରାଯାଇଛି।…