ଆଜିର ଖବର ପ୍ରଖ୍ୟାତ ଗଜଲ ଗାୟକ ପଙ୍କଜ ଉଦାସଙ୍କ ପରଲୋକ, ଚିଠି ଆଇ ହେ.. ପରି ବହୁ ଗୀତର ଥିଲେ କଣ୍ଠଶିଳ୍ପୀ ନୂଆଦିଲ୍ଲୀ: କିମ୍ବଦନ୍ତୀ ଗଜଲ ଗାୟକ ପଙ୍କଜ ଉଦାସଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ…