Categories
ଆଜିର ଖବର ଜାତୀୟ ଖବର

ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ମା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପ ଦେବୀ ସ୍କନ୍ଦମାତାଙ୍କ ଚରଣରେ କୋଟି କୋଟି ପ୍ରଣାମ! ସୁଖ ପ୍ରଦାୟିନୀ – ମୋକ୍ଷଦାୟିନୀ ମା ଙ୍କର ଆଶୀର୍ବାଦରୁ ସମସ୍ତଙ୍କର କଲ୍ୟାଣ ହେଉ। ଏହି ଅବସରରେ ମା’ ଙ୍କର ଏକ ସ୍ତୁତି……।”