ଆଜିର ଖବର ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି ବାଣପୁର: ଆଜି ଚୈତ୍ର କୃଷ୍ଣ ପ୍ରତିପଦା ବୁଧବାର ତା୪.୩.୨୬ ରିଖ ଅପରାହ୍ନ ୪ଘଟିକା ଅମୃତବେଳାରେ ଚଳିତବର୍ଷର ଐତିହାସିକ ପଞ୍ଚୁଦୋଳଯାତ୍ରାର ଶୁଭଖୁଣ୍ଟି ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମଙ୍ଗଳାଚ଼ରଣରେ ଯାତ୍ରା ପଡ଼ିଆର…