ଜାତୀୟ ଖବର ପଣ୍ଡା ଅଳଙ୍କାରରେ ଡକାୟତି ଉଦ୍ୟମ, ଲୁଟେରାଙ୍କ ଗୁଳି ମାଡରେ ୩ଆହତ ଭୁବନେଶ୍ଵର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଡକାୟତଙ୍କ ଗୁଳିରେ ଦୋକାନର ଦୁଇ କର୍ମଚାରୀ…