ଆଜିର ଖବର ଖଣ୍ଡପଡ଼ା: ବିଦ୍ୟାଳୟ ବନ୍ଦ ପ୍ରତିବାଦ, ପ୍ରତିଶୃତି ପରେ ଧାରଣାରୁ ଉଠିଲେ ପଥୁରିଆ ଗ୍ରାମବାସୀ ନୟାଗଡ/ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ବନମାଳୀ ପୁର ପଞ୍ଚାୟତ ଅଧୀନ ପଥୁରିଆ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ବିଇଓ ଅଫିସରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ…