ଆଜିର ଖବର ପଦମପୁର ହେବ ଜିଲ୍ଲା, ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶୃତି ବରଗଡ: ପଦ୍ମପୁର ଆସନ୍ତା ବର୍ଷରେ ଜିଲ୍ଲା ହେବ। ଏ ନେଇ ବଡ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ପଦମପୁର ଉପନିର୍ବାଚନରେ ମାରଥନ ପ୍ରଚାର…