ଆଜିର ଖବର ଭାରତୀୟ ସୀମାରେ ୧୦ ମିନିଟ ପର୍ଯ୍ୟନ୍ତ ଉଡିଲା ପାକିସ୍ତାନ ବିମାନ, ସତର୍କ ଥିଲା ବାୟୁସେନା ନୂଆଦିଲ୍ଲୀ: ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ହଠାତ୍ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ଯାହାକୁ ନେଇ ଭାରତରେ ଉତ୍ତେଜନା ଦେଖାଦେଇଥିଲା। ଏହି ପାକିସ୍ତାନୀ ବିମାନ ପ୍ରାୟ ଦଶ…