ଆଜିର ଖବର ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା: ପାରମ୍ପରିକ ସାମଗ୍ରୀର ବିକ୍ରିରେ ନିୟୋଜିତ ୮୦୦ ମହିଳା ଭୁବନେଶ୍ଵର: ଆତ୍ମନିର୍ଭର ହେବାର କାହାଣୀ ଅନେକଙ୍କୁ ପ୍ରରେଣା ଯୋଗାଉଛି। ସ୍ବର୍ଣ୍ଣପ୍ରଭା ସବାଇ ଘାସ ତଥା ପାରମ୍ପରିକ କାଇଁଚରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଏହି ମେଳାରେ ପଦର୍ଶିତ କରିଛନ୍ତି।…