ଆଜିର ଖବର ଘୋଷଣା ହେଲା ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ଅତିଥୀ ତାଲିକା ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ରାଜ୍ୟ ସରକାର ଅତିଥୀ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ମନ୍ତ୍ରୀ ଏବଂ ଆରଡିିସି ଓ ଜିଲ୍ଲାପାଳମାନେ…