ବିଶେଷ ଖବର ଭାରତର ପ୍ରଥମ ସୌର ମିଶନ ଏହା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ: ଡକ୍ଟର ଜିତେନ୍ଦ୍ର ସିଂହ ନୂଆଦିଲ୍ଲୀ: ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲ୍ଭି- ଏକ୍ସଏଲ୍) ଆଜି ଶ୍ରୀହରିକୋଟା ରେଞ୍ଜରୁ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍ – ୧କୁ ଉତକ୍ଷେପଣ କରିଛି…