ଆଜିର ଖବର ପୁତ୍ର ବିବାହରେ ସାମାଜିକ କଲ୍ୟାଣ ପାଇଁ ୧୦,୦୦୦ କୋଟି ଦାନ କରି ଉଦାହରଣ ସୃଷ୍ଟି କଲେ ଗୌତମ ଆଦାନୀ ଭୁବନେଶ୍ୱର/ଅହମଦାବାଦ: ଗତ ମାସ ମହା କୁମ୍ଭ ମେଳାକୁ ଯାଇଥିବା ସମୟରେ ଗୌତମ ଆଦାନୀ କହିଥିଲେ ଯେ, ତାଙ୍କ ପୁତ୍ରର ବିବାହ ଏକ ‘ସରଳ ଏବଂ ପାରମ୍ପାରିକ ଢଙ୍ଗରେ’…