ଆଜିର ଖବର ପୁତ୍ର ହତ୍ୟା ଅପରାଧରେ ମାଁ କୁ ଆଜୀବନ କାରାଦଣ୍ଡ ଆଦେଶ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ବନ୍ଧରେ ବୁଡାଇ ହତ୍ୟା କରିଥିବା ଅଭିଯୋଗ ରେ ମାଁ ଗଙ୍ଗାମ୍ମାକୁ ମାନ୍ୟବର ଜିଲ୍ଲା ଦୌରାଜଜ…