ଜାତୀୟ ଖବର ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଚାଲିଛି ଚର୍ଚ୍ଚା: ପ୍ରଧାନମନ୍ତ୍ରୀଙ୍କ ଏହି ପୁରୁଣା ବୟାନକୁ ମନପକାଇଲେ ଭୁପେଶ ବଘେଲ ନୂଆଦିଲ୍ଲୀ: ଦିଲ୍ଲୀରେ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସ ଏକ ବଡ଼ ପ୍ରଦର୍ଶନ କରିଛି। ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀଙ୍କ ଭିଡ ସେମାନଙ୍କ ନେତାଙ୍କ କଥା ଶୁଣିବା ପାଇଁ…