ବିଶେଷ ଖବର ସାବଧାନ: ପୌର ନିର୍ବାଚନର ପ୍ରାର୍ଥୀମାନେ ପ୍ରଚାର ପାଇଁ ଏତିକି ଟଙ୍କା ଖର୍ଚ୍ଚ କରିପାରିବେ ଭୁବନେଶ୍ବର: ପୌର ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ରାଜ୍ୟ ନିର୍ବାଚନ କମିଶନର ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ ନିର୍ଦ୍ଧାରଣ କରିଛନ୍ତି। ସେ…