ଆଜିର ଖବର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ପ୍ରତିକୂଳ ପ୍ରଭାବରୁ କର୍ମଜୀବୀ ଏବଂ ଶ୍ରମିକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ କେନ୍ଦ୍ରର ଚିଠି ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କର୍ମଜୀବୀ ଏବଂ ଶ୍ରମିକମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ସୁରକ୍ଷା ଦେବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ସୁନିଶ୍ଚିତ…