ଆଜିର ଖବର ଦିଲ୍ଲୀରେ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ କେନ୍ଦ୍ରାପଡାର କମଳା ମହାରଣାଙ୍କୁ ନିମନ୍ତ୍ରଣ କେନ୍ଦ୍ରାପଡା: ଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଯୋଗ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଗୁଲନଗର…