ଜାତୀୟ ଖବର ‘ଭିବି-ଜି-ରାମ୍-ଜି’ ପାଇଁ ରାଜ୍ୟଗୁଡ଼ିକୁ ୨୫,୮୬୩ କୋଟିର ପ୍ରଥମ କିସ୍ତି ଜାରି ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ…