ପ୍ରଥମ ଚରଣ ନିର୍ବାଚନ

ଭୁବନେଶ୍ବର: ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଚରଣ ପାଇଁ ମତଦାନ ଶେଷ ହୋଇଯାଇଛି। କିଛି ସ୍ଥାନକୁ ଛାଡିଦେଲେ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି।…