ଆଜିର ଖବର ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ପାଇଁ ୬୫୨୦ କୋଟିର ବ୍ୟୟ ଅଟକଳକୁ କ୍ୟାବିନେଟ୍ ଅନୁମୋଦନ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ପଞ୍ଚଦଶ ଅର୍ଥ କମିଶନ (ଏଫସିସି) (୨୦୨୧-୨୨ ରୁ ୨୦୨୫-୨୬) ସମୟରେ ଚାଲୁଥିବା କେନ୍ଦ୍ରୀୟ କ୍ଷେତ୍ର…