ପ୍ରଳୟ କ୍ଷେପଣାସ୍ତ୍ର

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଜି ଓଡ଼ିଶା ଉପକୂଳରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସମାନ୍ତରାଳ ପରୀକ୍ଷଣ କରିଛି। ଗୋଟିଏ ଲଞ୍ଚର୍‌ ରୁ ଉଭୟ…