ଆଜିର ଖବର ଛତୁଆ ବଦଳରେ ମାଣ୍ଡିଆ ଓ ବାଜରାକୁ ସାମିଲ କରିବା ପାଇଁ ସରକାରଙ୍କ ଯୋଜନା ରହିଛି: ଉପମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ମାଣ୍ଡିଆ ଅତି ପ୍ରାଚୀନ ଖାଦ୍ୟ। ପୂର୍ବରୁ ଘରେ ଘରେ ମାଣ୍ଡିଆରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ଖାଦ୍ୟସାମଗ୍ରୀ। ତେଣୁ ଉନ୍ନତ ପ୍ରଣାଳୀର ପ୍ରଚୁର ପରିମାଣରେ ମାଣ୍ଡିଆ ଚାଷ…