ଆଞ୍ଚଳିକ ପ୍ରେସ୍ କ୍ଲବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ ପ୍ରେସ୍ କ୍ଲବ ତରଫରୁ ଗୋଳନ୍ଥରା ନିକଟସ୍ଥ ଭାଲିଆଗଡ ପାନ୍ଥନିବାସ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ…