ଆଜିର ଖବର ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା ସୂଚୀ ଘୋଷଣା କଲା ବୋର୍ଡ ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ଏଣିକି ନୂଆ ଢାଞ୍ଚାରେ ହେବ। ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ।…