ବିଶେଷ ଖବର ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ, ଜୁଲାଇ ୧୮ ରେ ଭୋଟ୍ ଗ୍ରହଣ, ଜାଣନ୍ତୁ ଏହାର ପ୍ରକ୍ରିୟା ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ECI) ଦେଶରେ ୧୬ ତମ ରାଷ୍ଟ୍ରପତି ନିର୍ବାଚନ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁଯାୟୀ, ଜୁଲାଇ ୧୮ ତାରିଖରେ…