ଫିଟନେସ୍ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହି କାରଣରୁ ସେ ତୃତୀୟ ଦିନିକିଆରେ ଖେଳିପାରିନଥିଲେ।…