ଅନ୍ତରାଷ୍ଟ୍ରୀୟ ଇଣ୍ଡୋନେସିଆରେ ଫୁଟବଲ୍ ମ୍ୟାଚ୍ ବେଳେ ସଂଘର୍ଷ, ଷ୍ଟାଡିୟମରେ ୧୫୦ ରୁ ଅଧିକ ଲୋକଙ୍କ ପ୍ରାଣହାନି ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ଫୁଟବଲ ମ୍ୟାଚ୍ ସମୟରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଦୁଇଟି ଫୁଟବଲ ଦଳର ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି, ଏହା…