ଆଜିର ଖବର ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ ବ୍ରିଫକେସ, ପ୍ରସ୍ତୁତ କରିଛନ୍ତି ଉପମୁଖ୍ୟମନ୍ତ୍ରୀଙ୍କ ଝିଅ ନିଭ୍ରିତି କୁମାରୀ ଭୁବନେଶ୍ବର: ଚଳିତ ବଜେଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧରିଥିବା ବ୍ରିଫ୍କେସ୍ଟି ଥିଲା ସ୍ୱତନ୍ତ୍ର। ସମ୍ବଲପୁରୀ ଇକତ୍ (ବାନ୍ଧକଳା) ଡିଜାଇନ୍ରେ ପ୍ରସ୍ତୁତ ହୋଇଥିବା ଏହି ବ୍ରିଫ୍କେସ୍କୁ ପ୍ରସ୍ତୁତ କରିଛନ୍ତି…