ଆଜିର ଖବର ଓଡ଼ିଶାରେ 2024-25 ବଜେଟ ଆବଣ୍ଟନର ୮୦% ରୁ ଅଧିକ ଖର୍ଚ୍ଚ କରି ରେକର୍ଡ ପ୍ରଗତି ପଞ୍ଜିକୃତ କଲା ରେଳବାଇ ଭୁବନେଶ୍ୱର: 2024-25 ଆର୍ଥିକ ବର୍ଷ ପାଇଁ ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମୋଟ ବଜେଟ୍ ଆବଣ୍ଟନ ₹୧୦,୫୮୬ କୋଟି ଟଙ୍କା। ଏପର୍ଯ୍ୟନ୍ତ, ଏହି ଆବଣ୍ଟନର 81.78% ଉଲ୍ଲେଖନୀୟ…