ଆଜିର ଖବର ୫୦ ବର୍ଷିୟା ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା: ପୋଲିସ ଅଧିକାରୀ ନିଲମ୍ବିତ ବନ୍ଦାୟୁ: ଉତ୍ତରପ୍ରଦେଶର ବନ୍ଦାୟୁରେ ୫୦ ବର୍ଷିୟା ମହିଳାଙ୍କ ସାଥିରେ ଗଣ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଥାନା ପ୍ରଭାରୀ ରାଘବେନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି।…