ଆଜିର ଖବର କଞ୍ଚାଲଙ୍କାରେ ପ୍ରଥମଥର ପାଇଁ ଅଭିନେତ୍ରୀ ଲଭଲି ଓ ବବଲୀ ଭୁବନେଶ୍ୱର: କଞ୍ଚାଲଙ୍କା କ୍ଷୁଦ୍ର ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଅଭିନେତ୍ରୀ ଲଭଲି ଓ ବବଲୀ। ଭଲେଣ୍ଟାଇନ ଡେ’ ରେ ସ୍କ୍ରିନିଂ ହେବ ଟ୍ରୁଲି ୟୁଅର୍ସ।…