ଅପରାଧ ମୋଦୀଙ୍କ ହୁଙ୍କାର୍ ରାଲିରେ ବମ୍ ବିସ୍ଫୋରଣ ମାମଲା: ୪ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ, ୨ ଜଣଙ୍କୁ ଆଜୀବନ ପାଟଣା: ଆଠ ବର୍ଷ ପୂର୍ବେ ବିହାରର ରାଜଧାନୀ ପାଟଣାର ଗାନ୍ଧୀ ମଇଦାନରେ ନରେନ୍ଦ୍ର ମୋଦୀଙ୍କ ହୁଙ୍କାର ରାଲିରେ ଅନେକ ବୋମା ବିସ୍ଫୋରଣ ଘଟିଥିଲା। ଏନଆଇଏର ସ୍ୱତନ୍ତ୍ର କୋର୍ଟ…