ଆଞ୍ଚଳିକ ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ପଦ୍ମନାଭ ପୁର ଗ୍ରାମ ମେଳା ମଣ୍ଡପ ସାହିର ଲକ୍ଷ୍ମଣ ସାହୁ ନାମକ ଜଣେ ବୟସ୍କ ବ୍ୟକ୍ତି ପୋଖରୀକୁ…