ଆଜିର ଖବର ମେଣ୍ଢରାଜପୁର ବସ୍ ଟ୍ରାଜେଡ଼ି ଘଟଣାକୁ ବର୍ଷେ ପୁରିଲା: ଶ୍ରଦ୍ଧାଞ୍ଜଳି ଦେଲେ ଏସ୍ପି ଏବଂ ପ୍ରଶାସନିକ ଅଧିକାରୀ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତବର୍ଷ ମେଣ୍ଢରାଜପୁର ଗ୍ରାମରେ ଘଟିଥିବା ବସ୍ ଟ୍ରାଜେଡ଼ି ଘଟଣାରେ ଗତକାଲିକୁ ବର୍ଷେ ପୁରିଛି। ଏହି ଅବସରରେ ଆଜି ଅନୁଷ୍ଠିତ ବାର୍ଷିକ ଶୋକସଭାରେ…