ଅପରାଧ ବାଲୁଗାଁ: ବିନା ଅନୁମତିରେ ବାଜିଲା ଡ଼ିଜେ, ଜବତ ହେଲା ଗାଡ଼ି, ରୁଜୁ ହେଲା ମାମଲା ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ଭାବେ ଡ଼ିଜେ ବାଜିବା ଉପରେ ନିକଟରେ ଖବର ପ୍ରସାରଣ ହେବା ପରେ ପୋଲିସ ଆକ୍ସନ ମୁଡ଼କୁ…