ଆଜିର ଖବର ବାଣପୁର ରଥଯାତ୍ରା ଦୁର୍ଘଟଣାରେ ଜଣେ ବାଳକ ମୃତ, କ୍ଷତିପୂରଣ ଦାବିରେ ସାଧାରଣ ଲୋକଙ୍କ ରାସ୍ତାରୋକ ଆଜି ରଥଯାତ୍ରା ବେଳେ ବାଣପୁରରେ ଏକ ଦୁର୍ଘଟଣା ଘଟି ଜଣେ ବାଳକର ମୃତ୍ୟୁ ଘଟିଛି। ବାଳକଟିର ନାମ ହେଉଛି ସୁନୀଲ ପାତ୍ର। ବାଣପୁରର ଐତିହାସିକ ପଲଟନ ପଡିଆରେ…