ଆଞ୍ଚଳିକ ବିସ୍ଫୋରକ ସାମଗ୍ରୀ ସହ ବାଣ କାରୀଗରକୁ ବାନ୍ଧିଲା ବାଣପୁର ପୋଲିସ ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବେଆଇନ ବାଣ କାରବାର ଉପରେ କଡ଼ା ନଜର ରଖାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।…