ଆଞ୍ଚଳିକ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳିଲେ, ତୁରନ୍ତ ଦାୟିତ୍ବ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ବାଲୁଗାଁ : ଶେଷରେ ବହୁ ଦାବୀ ପରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବପ୍ନାରାଣୀ ପାଢୀଙ୍କର ବଦଳି ହୋଇଛି। ସେ ତୁରନ୍ତ ତାଙ୍କର ନିକଟସ୍ଥ ଅଧିକାରୀଙ୍କୁ କାର୍ଯ୍ୟଭାର…