ଆଜିର ଖବର ଭୁବନେଶ୍ୱରରେ ମହାଆଡମ୍ବର ପାଳିତ ହେଲା ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ବଙ୍ଗା ଭୁବନେଶ୍ଵର: ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ପରବ ବା ବାହା ବଙ୍ଗା ଭୁବନେଶ୍ୱରସ୍ଥିତ ନିଳାଦ୍ରୀବିହାରଠାରେ ମହାଆଡମ୍ବର ସହିତ ପାଳନ କରାଯାଉଛି। ପାରମ୍ପରିକ ପୋଷାକ ପିନ୍ଧି ସାନ୍ତାଳୀ…