ଆଜିର ଖବର ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ବିରୋଧ, ତୃଣମୂଳ ସ୍ତରରେ ଅସନ୍ତୋଷ ବାଲେଶ୍ବର, ଗତକାଲି ବିଜେଡି ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଜିଲ୍ଲା କର୍ମିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟତଃ ପୂର୍ବତନ ସାଂସଦ…