ବିଇଓ ବଦଳି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ 67 ବିଇଓ ବା ଓଇଏସଙ୍କୁ ବଦଳି କରିଛନ୍ତି। ଏହା ସ୍କୁଲ ବିଭାଗର ଏକ ବଡ ଧରଣର ବଦଳି ବୋଲି କୁହାଯାଉଛି।…