ବିଶେଷ ଖବର କଂଗ୍ରେସର ହରତାଳ ସଂପୂର୍ଣ୍ଣ ବିଫଳ, ଏହା ଉଭୟ ବିରୋଧୀ ଦଳ ପାଇଁ ସତର୍କ ଘଣ୍ଟି; ବିଜେଡି ଭୁବନେଶ୍ୱର : ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର…