ଆଜିର ଖବର ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, 27 ଜଣ ନେତାଙ୍କୁ ଦିଆଗଲା ଦାୟିତ୍ବ ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ସଂଗଠନକୁ ମଜବୁତ କରିବା ପାଇଁ ନେତାମାନଙ୍କୁ ନୂଆନୂଆ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ଅନୁସାରେ ପୁରୀ ଜିଲ୍ଲାପାଇଁ ଦଳ…