ଆଜିର ଖବର Breaking News: ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ବର: ସବୁ ଚର୍ଚ୍ଚା ଶେଷ କରି ଆଜି ଭୁବନେଶ୍ବରର ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ସଭାପତି ମନମୋହନ ସାମଲଙ୍କ…