ଅପରାଧ ବିଜେପି ଆଇଟି ସେଲ୍ ମୁଖ୍ୟଙ୍କ ବିରୋଧରେ ଏଫ୍ଆଇଆର୍: ରାହୁଲ ଗାନ୍ଧୀଙ୍କ ବିରୋଧରେ କରିଥିଲେ ଟ୍ୱିଟ୍ ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟୁଇଟ୍ କରି ବେଙ୍ଗାଲୁରୁରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।…