ଜାତୀୟ ଖବର ଫେବୃୟାରୀରେ ଦୁଇଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ବିଜେପି ବେଶ ଉତ୍ସାହିତ ଭୁବନେଶ୍ବର: ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ବିଜେପି ବେଶ ଉତ୍ସାହିତ। କାରଣ ସାରା ଦେଶରେ ଚାଲିଛି ମୋଦି ଲହର।…